Site icon ଆଜିକାଲି

କଳାହାଣ୍ଡି ଜିଲ୍ଲା କେଗାଓଁ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଧର୍ମଗଡ଼ : ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲା କେଗାଓଁ ରେଞ୍ଜର କେଶବ ମାଝିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ । ଏକସଙ୍ଗେ ରେଞ୍ଜ ଅଫିସ, କେସିଙ୍ଗା ସ୍ଥିତ ବାସ ଭବନ ସହ ନିଜ ପୈତୃକ ଘର ବ୍ରାହ୍ମଣୀରେ ଚଢ଼ାଉ ହୋଇଛି । ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସବିଶେଷ ସୂଚନା ମିଳିନାହିଁ ।

Exit mobile version