Site icon ଆଜିକାଲି

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍‌

ନବରଙ୍ଗପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଡି ଏସ୍‌-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚାଲିଛି ଭଜିଲାନ୍ସ ଟିମର ଚଢ଼ାଉ । ଭିଜିଲାନ୍ସର ୫ଜଣିଆ ଟିମ ଜୟପୁର ଓ ନବରଙ୍ଗପୁର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଥିବା ସୂଚନା ଜୟପୁର ଭିଜିଲାନ୍ସ ଟିମ ପକ୍ଷରୁ ମିଳିଛି।

Exit mobile version