Site icon ଆଜିକାଲି

ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ

କଟକ : ଭିଜିଲାନ୍ସ ଜାଲରେ ପଡିଲେ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ବାଉରୀବନ୍ଧୁ ବିଲ୍ ପାସ କରିବା ପାଇଁ ଜଣେ ଠିକାଦାରଙ୍କଠୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ନିଜ ସରକାରୀ ବାସଭବନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ଲାଞ୍ଚ ଅଭିଯୋଗ ଥିଲା । ସମ୍ପୃକ୍ତ ଅଧିକାରୀ ଜଣକ ବଡ଼ମ୍ବା ବ୍ଳକରେ ୫ଟି ପଞ୍ଚାୟତ ଦାୟିତ୍ବରେ ଥିଲେ ।

Exit mobile version