Site icon ଆଜିକାଲି

ନେତାଜୀ ବସ ଟର୍ମିନାଲ ବୁଲିଲେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ

କଟକ : କଟକ ନେତାଜୀ ବସ ଟର୍ମିନାଲ ବୁଲିଲେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ଭୋର ସମୟରେ ଖାନନଗରରେ ବୁଲି ଦେଖିଲେ ବସଷ୍ଟାଣ୍ଡ। ଉଦଘାଟନ ପରେ ବସ ଟର୍ମିନାଲ ବୁଲି ଦେଖିବା ସହିତ ସୁବିଧା ଅସୁବିଧା ବୁଝିଥିଲେ। ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ ଓ କଟକ ଜିଲ୍ଲାପାଳ ନରହରି ସେଠୀ।

ଆଜି ଗସ୍ତ ସମୟ ରେ ଫାଇଭ ଟି ଅଧକ୍ଷ ବାରଙ୍ଗ ରେ ମେଟ୍ରୋ କାର୍ଯ୍ୟ କୁ ସମୀକ୍ଷା କରିବା ସହ , ନେତାଜୀ ବସ ଟର୍ମିନାଲ ଓ ଓଟିଡିସି କୁ ସରପ୍ରାଇଜ ଭିଜିଟ ମଧ୍ୟ କରିଥିଲେ। ଆଜି ଗସ୍ତ ସମୟ ରେ ଫାଇଭ ଟି ଅଧକ୍ଷ ବାରଙ୍ଗ ରେ ମେଟ୍ରୋ କାର୍ଯ୍ୟ କୁ ସମୀକ୍ଷା କରିବା ସହ , ନେତାଜୀ ବସ ଟର୍ମିନାଲ ଓ ଓଟିଡିସି କୁ ସରପ୍ରାଇଜ ଭିଜିଟ ମଧ୍ୟ କରିଥିଲେ।

Exit mobile version