Site icon ଆଜିକାଲି

୨୧ ଜୁନ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ କରିଥିବା ପ୍ରୟାସ ସାର୍ଥକ ହେବ। ରଚନାତ୍ମକ କାର୍ଯ୍ୟରେ ପ୍ରଗତି ହେବ। ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ବୃଷ: ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ସରକାରୀ ସ୍ତରରୁ ସହଯୋଗ ମିଳିପାରେ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

ମିଥୁନ: ଆଜି ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ। ଜୀବିକା କ୍ଷେତ୍ରରେ ଉନ୍ନତି ହେବ। ଉପହାର କିମ୍ବା ସମ୍ମାନ ବଢ଼ିବ।

କର୍କଟ: ପାରିବାରିକ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ପକ୍ଷ ମଜଭୁତ ହେବ। ସମ୍ପର୍କରେ ନିବିଡ଼ତା ଆସିବ। ଉପହାର କିମ୍ବା ସମ୍ମାନର ଲାଭ ମିଳିପାରେ।

ସିଂହ: ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ। ସରକାରୀ ସ୍ତରରୁ ସହଯୋଗ ମିଳିବ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।

କନ୍ୟା: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ଅଯଥାରେ ଚିନ୍ତା କରିବେ। ଆର୍ଥିକ ମାମଲାରେ ରିସ୍କ ଉଠାନ୍ତୁ ନାହିଁ।

ତୁଳା: ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି।

ବିଛା: ଉପହାର କିମ୍ବା ସମ୍ମାନରେ ଲାଭ ମିଳିବ। ମହିଳା ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ଆର୍ଥିକ ମାମଲାରେ ପ୍ରଗତି ହେବ। ପୁରୁଣା ସମସ୍ୟାର ସମାଧାନ ହେବ। ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ।

ମକର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଇଚ୍ଛା ନ ଥିଲେ ବି କେଉଁଆଡ଼େ ଯାତ୍ରା କରିପାରନ୍ତି। ବ୍ୟବସାୟିକ ଯୋଜନା ଫଳୀଭୂତ ହେବ।

କୁମ୍ଭ: ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ପକ୍ଷ ଦୃଢ଼ ହେବ। ଆଜି ଆପଣ ଗୃହ ଉପଯୋଗୀ ବସ୍ତୁ କିଣିପାରନ୍ତି।

ମୀନ: ସନ୍ତାନ କିମ୍ବା ଶିକ୍ଷା ଯୋଗୁ ଆପଣ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ବ୍ୟବସାୟିକ ସଫଳତା ମିଳିବ।

Exit mobile version