Site icon ଆଜିକାଲି

ଦେଶରେ ଦିଆଗଲାଣି ୧୦ କୋଟି ବୁଷ୍ଟର ଡୋଜ୍ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : ଟିକାକରଣରେ ଆଉ ଏକ ସଫଳତା । ଦେଶରେ ଦିଆଗଲାଣି ୧୦ କୋଟି ବୁଷ୍ଟର ଡୋଜ୍ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି । ଏଥିସହିତ ଦେଶରେ ଆହୁରି ୧୦ କୋଟି ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ‘ଆଜାଦୀ କା ଅମୃତ ମହୋତ୍ସବ’ ଜରିଆରେ ଦେଶର ସମସ୍ତ ବୟସ୍କ ନାଗରିକଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Exit mobile version