0 Comment
ନୂଆଦିଲ୍ଲୀ: ଟିଭି ଧାରାବାହିକ ‘ତାରକ ମେହେଟ୍ଟା କା ଓଲଟା ଚଷମା’ରେ ରୋଶନ ସିଂହ ସୋଧି ଚରିତ୍ରରେ ଅଭିନୟ ପାଇଁ ଲୋକପ୍ରିୟ ହୋଇଥିବା ଅଭିନେତା ଗୁରୁଚରଣ ସିଂହ ନିଖୋଜ ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୫୦ ବର୍ଷୀୟ ଏହି ଅଭିନେତାଙ୍କ ବାପା ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ଗୁରୁଚରଣ ୨୨ ଏପ୍ରିଲରେ ସକାଳ ୮.୩୦ରେ ମୁମ୍ବାଇ ଯିବା ପାଇଁ ବିମାନ ବନ୍ଦର ଯାଇଥିଲେ। ତେବେ ସେ ମୁମ୍ବାଇରେ ପହଞ୍ଚି ନଥିଲେ । ତାଙ୍କ... Read More