Site icon ଆଜିକାଲି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯିବେ ୨୬ ବିଧାୟକ

ଭୁବନେଶ୍ୱର : ଆଜି ଦିଲ୍ଲୀ ଯିବେ ବିଧାୟକଙ୍କ ୨୬ ଜଣିଆ ଟିମ୍। ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଧନ୍ୟବାଦ ଜଣାଇବେ । ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକମାନେ ଭେଟିବେ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଆଜି ବିଧାୟକମାନେ ଦିଲ୍ଲୀ ଗସ୍ତ କରିବେ। ଦିଲ୍ଲୀ ଗସ୍ତରେ ଯାଉଥିବା ବିଧାୟକଙ୍କ ମାନଙ୍କ ମଧ୍ୟରେ ବିଜେଡିର ୧୭ ବିଧାୟକ, କଂଗ୍ରେସର ୩, ବିଜେପିର ୬ ବିଧାୟକ ଅଛନ୍ତି।

Exit mobile version