Site icon ଆଜିକାଲି

କାର୍ ଦୁର୍ଘଟଣାରେ ୮ ମୃତ, ଜଣେ ଗୁରୁତର

ମଧ୍ୟପ୍ରଦେଶ: କାର୍ ଦୁର୍ଘଟଣାରେ ୮ ମୃତ , ଜଣେ ଗୁରୁତର। ଇନ୍ଦୋର-ଅହମ୍ମଦାବାଦ ଏନଏଚ୍ ଘାଟବିଲୋଡ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ କାରରେ ଥିବା ୮ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ମଧ୍ୟପ୍ରଦେଶ ଗୁନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Exit mobile version