Site icon ଆଜିକାଲି

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଶିଶୁ ପୁରସ୍କାରର ଆବେଦନ ତାରିଖ ୩୧ ଅକ୍ଟୋବରକୁ ଘୁଂଚିଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଶିଶୁ ପୁରସ୍କାର ପାଇଁ ଏବେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଆବେଦନ ତାରିଖ ଘୁଂଚାଇ ଦିଆଯାଇଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଶିଶୁ ପୁରସ୍କାରର ଆବେଦନର ଶେଷ ତାରିଖ ପୁର୍ବରୁ ଥିବା ୩୦ ସେପ୍ଟେମ୍ବରରୁ ୩୧ ଅକ୍ଟୋବର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏଥିପାଇଁ ଲୋକମାନେ ରାଷ୍ଟ୍ରିୟ ପୁରସ୍କାର ପାଇଁ ନୁଆ ପୋର୍ଟାଲ (https://awards.gov.in/ ) କୁ ଯାଇପାରିବେ । ଯେଉଁ ମାନେ ପିଏମ୍ ଆର ପିଏଫେ ପୋର୍ଟାଲରେ ଆବେଦନ କରିଛନ୍ତି ସୋମାନେ ମଧ୍ୟ ନୁଆ ପୋର୍ଟାଲରେ ଆଉଥରେ ଆବେଦନ କରି ପାରିବେ ।

Exit mobile version