Site icon ଆଜିକାଲି

ବାପା ହେଲେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ : ବାପା ହେଲେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ତାଙ୍କ ଘରକୁ ଏକ କନ୍ୟା ସନ୍ତାନ ଆସିଥିବା ନେଇ ନିଜେ ସୂଚନା ଦେଇଛନ୍ତି ତେଜସ୍ୱୀ ଯାଦବ ।

ତେଜସ୍ୱୀ ଯାଦବ ଏକ ଟୁଇଟ୍ କରି ଲେଖିଛନ୍ତି, ‘ଈଶ୍ବର ଆନନ୍ଦିନ ହୋଇ କନ୍ୟା ରତ୍ନକୁ ଉପହାର ଆକାରରେ ପଠାଇଛନ୍ତି। ସେହିପରି ତେଜସ୍ବୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଏକ ଟ୍ବିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ରୋହିଣୀ ଟ୍ବିଟ୍‌ କରିବାର ୬ ମିନିଟ୍‌ ପରେ ତେଜସ୍ବୀ ଟିଟ୍‌ କରିଛନ୍ତି। ଘରକୁ କନ୍ୟା ରତ୍ନ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସୁଖର ସୀମା ନାହିଁ।

Exit mobile version