Site icon ଆଜିକାଲି

ବଜେଟ : କିଛି ଗୁରୁତ୍ଵପୂର୍ଣ୍ଣ ଘୋଷଣା

– ଆକାଂକ୍ଷୀ ଜିଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ

– ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ । ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା

– ଏକଲବ୍ୟ ସ୍କୁଲ ପାଇଁ ୩୮,୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ

– ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଖର୍ଚ୍ଚ ହେବ ୭୯ ହଜାର କୋଟି.

– କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ଘୋଷଣା

– ଭିତ୍ତିଭୂମି ପାଇଁ ରାଜ୍ୟମାନଙ୍କୁ ସୁଧ ମୁକ୍ତ ଋଣ ଆଉ ବର୍ଷେ ବୃଦ୍ଧି

-ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍‌‌ ଇନ୍‌‌ଫ୍ରା ଫଣ୍ଡର ଘୋଷଣା । ଅର୍ବାନ୍‌‌ ଇନ୍‌‌ଫ୍ରା ଫଣ୍ଡ୍ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା ..

– ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ସେଣ୍ଟର ଅଫ୍‌‌ ଏକ୍ସଲେନ୍ସ ପ୍ରତିଷ୍ଠା ହେବ

୫୦ଟି ନୂଆ ଏୟାରପୋର୍ଟ,ହେଲି ପୋର୍ଟ ପ୍ରତିଷ୍ଠା କରାଯିବ..

-କେୱାଇସି ବ୍ୟବସ୍ଥାର ହେବ ଅଧିକ ସରଳୀକରଣ

– ଫେଜ୍‌‌ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟ୍‌‌ରେ ୭ ହଜାର କୋଟି..

୫-ଜିର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ହେବ ୧୦୦ ଲ୍ୟାବ୍‌‌

– ହାଇଡ୍ରୋଜେନ୍‌‌ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା

Exit mobile version