Site icon ଆଜିକାଲି

ଭଗତ ସିଂ ନାମରେ ନାମିତ ହେବ ଚଣ୍ଡିଗଡ଼ ବିମାନ ବନ୍ଦର

ଚଣ୍ଡିଗଡ଼ : ପଞ୍ଜାବ ଏବଂ ହରିୟାଣା ସରକାର ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ନାମରେ ଚଣ୍ଡିଗଡ଼ ବିମାନବନ୍ଦରର ନାମକରଣ କରିବାକୁ ହେଲେ ରାଜି । ବିମାନବନ୍ଦରର ଟର୍ମିନାଲ୍ ପଞ୍ଜାବର ମୋହାଲିରେ ଅବସ୍ଥିତ। ଏହା ବିମାନବନ୍ଦର ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ), ପଞ୍ଜାବ ଏବଂ ହରିୟାଣା ସରକାରଙ୍କ ୪୮୫ କୋଟି ଟଙ୍କାର ମିଳିତ ପ୍ରକଳ୍ପ।

Exit mobile version