Site icon ଆଜିକାଲି

ଓଡିଶା ଜଗରନଟସ ଟିମ୍ ପାଇଁ କୋଟିଏ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁଣେ : ଅଲଟିମେଟ ଖୋ ଖୋ ଲିଗର ଉଦଘାଟନୀ ସଂସ୍କରଣରେ ଚାମ୍ପିଅନ ହୋଇଥିବା ଓଡିଶା ଜଗରନଟସ ଟିମ୍ ପାଇଁ ୧ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁଣେରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ତେଲେଗୁ ଯୋଦ୍ଧାସକୁ ହରାଇ ଓଡିଶା ଚାମ୍ପିଅନ ହୋଇଛି । ଏକ ପଏଣ୍ଟରେ ତେଲଗୁ ଯୋଦ୍ଧାସକୁ ହରାଇ ଚମ୍ପିୟାନ ହେଲା ଓଡିଶା । ଓଡିଶାକୁ ୪୬ ପଏଣ୍ଟ ମିଳିଥିବା ବେଳେ ତେଲଗୁ ଯୋଦ୍ଧାସକୁ ୪୫ ପଏଣ୍ଟ ମିଳିଥିଲା ।

Exit mobile version