0 Comment
ନୂଆଦିଲ୍ଲୀ: ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିବା ଅଭିଯୋଗରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ଟିମ୍ ଡେଭିଡ୍ ଏବଂ ବ୍ୟାଟିଂ କୋଚ କାଇରନ୍ ପୋଲାର୍ଡଙ୍କୁ ମ୍ୟାଚ ଫି’ର ୨୦ ପ୍ରତିଶତ ଜରିମାନା ହୋଇଛି। ଆଇପିଏଲ ତରଫରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଏପ୍ରିଲ ୧୮ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ବେଳେ ଡେଭିଡ୍ ଓ ପୋଲାର୍ଡ ଆଇପିଏଲ ଆଚରଣ ସଂହିତା ଧାରା ୨.୨୦ ଅନ୍ତର୍ଗତ ଲେବଲ-୧ ଉଲ୍ଲଂଘନ କରିଛନ୍ତି। ଉଭୟ ନିଜ ଭୁଲ୍ ମାନିବା ସହ ଦଣ୍ଡାଦେଶ ଗ୍ରହଣ... Read More