Site icon ଆଜିକାଲି

ଆନ୍ତର୍ଜାତିକ ମହାମାରୀ ମୁକାବିଲା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ଅନ୍ତର୍ଜାତୀୟ ମହାମାରୀ ମୁକାବିଲା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଭଳି ମହାମାରୀ ବିଶ୍ୱର ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ବିରାଟ ଆହ୍ୱାନ ସୃଷ୍ଟି କରି ଜୀବନ ଓ ଜୀବିକାକୁ ପ୍ରଭାବିତ କରେ । ମହାମାରୀ ମୁକାବିଲା ପାଇଁ ଓଡ଼ିଶାର ପ୍ରତି ଘରେ ଜଣେ ଲେଖାଏଁ ଯୋଦ୍ଧା ପ୍ରସ୍ତୁତ ରହିବା ଦରକାର ବୋଲି ଟ୍ବିଟ୍ କରି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Exit mobile version