Site icon ଆଜିକାଲି

ସ୍ପେନରେ ପ୍ରଥମ ମକ୍ସିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ

ମେଡ୍ରିଡ : ଦେଶରେ ମଙ୍କିପକ୍ସ ଆତଙ୍କ ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ନେଇ ସଚେତନତା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ବିଶ୍ବରେ ପ୍ରଥମ ମକ୍ସିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ ପାଖାପାଖି ୪୨୯୮ ଜଣ ସଂକ୍ରମିତ ହୋଇଛନ୍ତି ।

Exit mobile version