Site icon ଆଜିକାଲି

ଆଜି ଶପଥ ନେବେ ସୁପ୍ରିମକୋର୍ଟର ନବ ନିଯୁକ୍ତ ୫ ବିଚାରପତି

Combo photo of newly appointed Supreme Court judges; (Top row L-R) Rajasthan HC Chief Justice Pankaj Mithal, Patna HC Chief Justice Sanjay Karol, Manipur HC Chief Justice P.V. Sanjay Kumar; (Bottom row L-R) Patna HC judge Justice Ahsanuddin Amanullah, and Allahabad HC judge Justice Manoj Misra | PTI

ନୂଆଦିଲ୍ଲୀ : ଆଜି ଶପଥ ନେବେ ସୁପ୍ରିମକୋର୍ଟର ନବ ନିଯୁକ୍ତ ୫ ବିଚାରପତି । ଶନିବାର ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ୫ଜଣ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ହେବ ଶପଥ ଗ୍ରହଣ ।

ସୁପ୍ରିମକୋର୍ଟ ନୂଆ ବିଲ୍ଡିଂ କମ୍ପ୍ଲେକ୍ସ ଅଡିଟୋରିଅମରେ ୫ ଜଣ ବିଚାରପତିଙ୍କୁ ଶପଥ ପାଠ କରାଇବେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ । ୫ ଜଣ ନବ ନିଯୁକ୍ତ ବିଚାରପତିଙ୍କୁ ମିଶାଇ ସର୍ବୋଚ ଅଦାଲତର ବିଚାରପତି ସଂଖ୍ୟା ୩୨ରେ ପହଞ୍ଚିଛି ।

Exit mobile version