Site icon ଆଜିକାଲି

ଭାରତର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନକୁ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ – ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଭାରତର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ପାଇଛି । ପ୍ରଦର୍ଶନ ଉତ୍କର୍ଷତା ପାଇଁ ଓଡ଼ିଶା ପ୍ୟାଭିଲିୟନକୁ ମିଳିଛି ସ୍ୱର୍ଣ୍ଣ ପଦକ । ଭାରତର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନକୁ ସହ ସ୍ୱର୍ଣ୍ଣ ପଦକ ଓଡ଼ିଶାର ସମୃଦ୍ଧ କଳା, ହସ୍ତଶିଳ୍ପ , ଜନଜାତି ସଂସ୍କୃତି, ଐତିହ୍ୟ ଓ ବିଭିନ୍ନ କ୍ଷେତ୍ରରେ ସଫଳତାକୁ ସ୍ୱୀକୃତି ବୋଲି ମତ ପ୍ରକାଶ ପାଇଛି।

Exit mobile version