Site icon ଆଜିକାଲି

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ଆଜି ଭାରତ-ଜାପାନ ସେମିଫାଇନାଲ୍‌

ନୂଆଦିଲ୍ଲୀ :ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଆଜି ଭାରତ-ଜାପାନ ସେମିଫାଇନାଲ ମ୍ୟାଚ୍ । ଆୟୋଜକ ଭାରତ ଗତ ଥରର ଉପବିଜେତା ଜାପାନକୁ ଭେଟିବ। ରାତି ୮.୩୦ ମିନିଟରେ ଖେଳାଯିବ ମ୍ୟାଚ୍ । ଅନ୍ୟଏକ ସେମିଫାଇନାଲ୍ ସଂଧ୍ୟା ୬ଟାରେ ଲିଗ୍ ପର୍ଯ୍ୟାୟର ଦ୍ବିତୀୟ-ତୃତୀୟ ଦଳ ମାଲେସିଆ-ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ ।

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଆଜି ଭାରତ-ଜାପାନ ସେମିଫାଇନାଲ ମ୍ୟାଚ୍ । ଆୟୋଜକ ଭାରତ ଗତ ଥରର ଉପବିଜେତା ଜାପାନକୁ ଭେଟିବ। ରାତି ୮.୩୦ ମିନିଟରେ ଖେଳାଯିବ ମ୍ୟାଚ୍ । ଅନ୍ୟଏକ ସେମିଫାଇନାଲ୍ ସଂଧ୍ୟା ୬ଟାରେ ଲିଗ୍ ପର୍ଯ୍ୟାୟର ଦ୍ବିତୀୟ-ତୃତୀୟ ଦଳ ମାଲେସିଆ-ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ ।

Exit mobile version