Site icon ଆଜିକାଲି

ଭୀଷ୍ମ କ୍ୟୁବର ସଫଳ ପରୀକ୍ଷଣ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଆଗ୍ରାରେ ଜରୁରୀକାଳୀନ ଅବତରଣ-ଏୟାରଡ୍ରପ୍ ପାଇଁ ଅତ୍ୟାଧୁନିକ ସ୍ୱଦେଶୀ ମୋବାଇଲ୍ ଚିକିତ୍ସା ବ୍ୟବସ୍ଥା ଭୀଷ୍ମ କ୍ୟୁବର ପରୀକ୍ଷଣ କରିଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ସହାୟତା ଯୋଗାଇବାରେ ଏହି ଜ୍ଞାନକୌଶଳ ସହାୟକ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ଭୀଷ୍ମ କାର୍ଯ୍ୟକ୍ରମ ଇଣ୍ଡିଆ ହେଲ୍ଥ ଇନିସିଏଟିଭର ଏକ ଅଂଶ। ପ୍ରାୟ ୨୦୦ ଆହତଙ୍କ ଚିକିତ୍ସା ପାଇଁ ଏହା ବ୍ୟବହୃତ ହୋଇପାରିବ।

Exit mobile version