Site icon ଆଜିକାଲି

ବ୍ରିଟେନ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କୁ ଦେଶ ଭ୍ରମଣ ସମୟରେ ସତର୍କ ରହିବାକୁ ଅନୁରୋଧ

ନୂଆଦିଲ୍ଲୀ : ଲଣ୍ଡନରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି। ବ୍ରିଟେନ ଯାତ୍ରା କରୁଥିବା ଭାରତୀୟ ନାଗରିକମାନଙ୍କୁ ଦେଶ ଭ୍ରମଣ ସମୟରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଭାରତରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସ୍ଥାନୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ସୂଚନା ଏବଂ ପରାମର୍ଶ ପାଳନ କରିବାକୁ ଏବଂ ଯେଉଁ ଅଞ୍ଚଳରେ ବିକ୍ଷୋଭ ଚାଲିଛି ସେଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଉଚ୍ଚାୟୁକ୍ତ ସେଠାକାର ସ୍ଥିତି ଉପରେ ନଜର ରଖିଛନ୍ତି।

Exit mobile version