ନୂଆଦିଲ୍ଲୀ : ଭାରତର ବଡ ବିଜୟ। ୮ ପୂର୍ବତନ ନୌସେନା ଅଧିକାରୀ କାତାରରୁ ମୁକ୍ତ । ମୁକ୍ତ ୮ ଜଣଙ୍କ ମଧ୍ଯରୁ ୭ ଜଣ ଭାରତରେ ପହଞ୍ଚିଲେ । ଗୁପ୍ତଚର କାର୍ଯ୍ୟ ମାମଲାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ଅପିଲ୍ ପରେ ସେମାନଙ୍କ ଦଣ୍ଡ କୋହଳ କରାଯାଇଥିଲା । ଦ୍ବିପାକ୍ଷିକ ଆଲୋଚନା ପରେ ସେମାନଙ୍କୁ ମୁକ୍ତି ମିଳିଥିଲା । କାତାର ସରକାରଙ୍କୁ କୃତଜ୍ଞତା ଜଣାଇଲେ ଭାରତ ସରକାର ।