Site icon ଆଜିକାଲି

ଜାପାନରେ ଭୂକମ୍ପ, ସୁନାମୀ ପାଇଁ ସତର୍କ ସୂଚନା

ଟୋକିଓ : ଜାପାନରେ ଗୁରୁବାର ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ଭୂକମ୍ପ ପରେ ନିକଟବର୍ତ୍ତୀ ଅଞ୍ଚଳରେ ସୁନାମୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଭୂକମ୍ପରେ ଏଯାଏଁ ଧନଜୀବନ କ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।

Exit mobile version