Site icon ଆଜିକାଲି

ବାହାରିଲା ଜେଇଇ ମେନ୍-୨ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍-୨ର ରେଜଲ୍ଟ । http://jeemain.nta.nic.in ଓ http://ntaresults.nic.inରେ ରେଜଲ୍ଟ ଉପଲବ୍ଧ । ଜୁଲାଇ ୨୫ରୁ ୩୦ ମଧ୍ୟରେ ୨ଟି ସିଟରେ କରାଯାଇଥିଲା ପରୀକ୍ଷା ।

Exit mobile version