Site icon ଆଜିକାଲି

ଲ୍ୟାଣ୍ଡ ଫର୍ ଜବ୍ସ ସ୍କାମ୍ : ଆରଜେଡି ବିଧାୟିକା କିରଣ ଦେବୀ, ସାଂସଦ ପ୍ରେମଚାନ୍ଦ ଗୁପ୍ତାଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ : ଲ୍ୟାଣ୍ଡ ଫର୍ ଜବ୍ସ ସ୍କାମ ମାମଲାରେ ଆରଜେଡି ବିଧାୟିକା କିରଣ ଦେବୀଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିଛି । କିରଣ ଦେବୀଙ୍କ ସ୍ୱାମୀ ଅରୁଣ ଯାଦବ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପାଖଲୋକ ତଥା ଜଣେ ବଡ଼ ବାଲି ବ୍ୟବସାୟୀ। ତାଙ୍କ ସ୍ବାମୀ ମଧ୍ୟ ଜଣେ ପୂର୍ବତନ ବିଧାୟକ । ଏହି ରେଡ୍ ଭୋଜପୁର ସ୍ଥିତ ତାଙ୍କ ବାସଭବନ ସହ ୯ଟି ସ୍ଥାନରେ ଏହି ରେଡ୍ ଚାଲିଛି।

ଆରେଜେଡି ସାଂସଦ ପ୍ରେମଚାନ୍ଦ ଗୁପ୍ତାଙ୍କ ଦିଲ୍ଲୀ, ଗୁରୁଗ୍ରାମ୍ ଓ ନୋଏଡା ସ୍ଥିତ ବାସଭବନ ଓ ଅଫିସରେ ମଧ୍ୟ ଚଢ଼ାଉ କରିଛି ସିବିଆଇ ।

Exit mobile version