Site icon ଆଜିକାଲି

କୁନୋ ନ୍ୟାସନାଲ ପାର୍କରେ ଚିତା ବାଘ ସଂଖ୍ୟା ବୃଦ୍ଧି, ‘ଗାମିନ୍‌‌’ ଠାରୁ ୫ ଛୁଆ ଜନ୍ମ ଗ୍ରହଣ

ଭୋପାଳ: କୁନୋ ନ୍ୟାସନାଲ ପାର୍କରେ ଚିତା ବାଘ ସଂଖ୍ୟା ବୃଦ୍ଧି ହୋଇଛି। ଏଠାରେ ଆଫ୍ରିକାନ୍‌‌ ଚିତା ‘ଗାମିନ୍‌‌’ ଠାରୁ ୫ ଚିତା ବାଘ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ଫଳରେ ଜାତୀୟ ଉଦ୍ୟାନରେ ମୋଟ ଚିତା ଶବକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏନେଇ ବନ ବିଭାଗ ଟିମ୍‌‌ ବହୁତ ଖୁସି ଥିବା ବେଳେ ସୋସିଆଲ ମିଡ଼ିଆ ଏକ୍ସରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସୂଚନା ଦେଇଛନ୍ତି।

FacebookTwitterLinkedinWhatsapp
Exit mobile version