Site icon ଆଜିକାଲି

ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନୀଙ୍କର ପରଲୋକ

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନୀଙ୍କର ପରଲୋକ । ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୫ ବର୍ଷ ଧରି ଅସୁସ୍ଥ ଥିଲେ । ଗତ ୨ ବର୍ଷ ହେବ ସେ ଶଯ୍ୟାଶାୟୀ ହୋଇଯାଇଥିଲେ ।

ଗୋକନୀ ମୁମ୍ବାଇରେ ଗାନ୍ଧୀ ସ୍ମାରକ ନିଧିର ପୂର୍ବତନ ଅଧ୍ୟକ୍ଷା ଥିଲେ। ଐତିହାସିକ ମଣି ଭବନରେ ଏହା ଅବସ୍ଥିତ। ଉଷା ଗୋକନୀ ଗାନ୍ଧିଜୀ ସେବାଗ୍ରାମ ଆଶ୍ରମରେ ତାଙ୍କ ପିଲାଦିନ କଟାଇଛନ୍ତି।

Exit mobile version