Site icon ଆଜିକାଲି

ଚେଙ୍ଗୁଡରେ ଭୂକମ୍ପ ଯୋଗୁଁ ଭାଙ୍ଗିଲା ବହୁ ଘର, ୪୬ ମୃତ

This photo shows the aftermath of a 6.6-magnitude earthquake in Hailuogou in China's southwestern Sichuan province on September 5, 2022. (Photo by AFP) / China OUT

ବେଜିଂ : ଚୀନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଅନୁଭୂତ । ସିଆଚୁନ୍ ରାଜଧାନୀ ଚେଙ୍ଗୁଡରେ ଭୂକମ୍ପ ଯୋଗୁଁ କୋଠାଗୁଡିକ ଦୋହଲି ଉଠିଥିଲା । ଫଳରେ କେତେକ ଘର ଭାଙ୍ଗି ଥିବା ବେଳେ ୪୬ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଲୋକମାନେ କୋଭିଡ ଲକଡାଉନ ଯୋଗୁଁ ଘରେ ବନ୍ଦୀ ଥିଲେ । ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଉଛି ।

ଏନେଇ ରାଷ୍ଟ୍ରପତି ସି.ଜିନପିଙ୍ଗ ସ୍ଥାନୀୟ ପ୍ରଶାନଗୁଡିକୁ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲେ । ସିଆଚୁନ୍‌ର ଓ୍ୱେନଚୁଆନ କାଉଣ୍ଟିଂରେ ୨୦୦୮ରେ ୮.୦ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାଣ ହରାଇଥିଲେ ହଜାର ହଜାର ଲୋକ ।

Exit mobile version