Site icon ଆଜିକାଲି

ଚୀନରେ ବଡ଼ ଧରଣର ଭୂକମ୍ପ: ୧୧୧ ମୃତ, ୨୦୦ରୁ ଅଧିକ ଗୁରୁତର ଆହତ

ନୂଆଦିଲ୍ଲୀ : ଚୀନରେ ବଡ଼ ଧରଣର ଭୂକମ୍ପ। ୧୧୧ ମୃତ, ୨୦୦ରୁ ଅଧିକ ଗୁରୁତର ଆହତ। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ରହିଥିଲା ୬.୨। ଘର ଭାଙ୍ଗିବା ସହ ହୋଇଛି ବ୍ୟାପକ କ୍ଷୟକ୍ଷତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚୀନ୍ ଉତ୍ତର-ପଶ୍ଚିମ ଅଞ୍ଚଳର ଗାସୁରେ ଭୂକମ୍ପ ହୋଇଛି । ୧୦ କିଲୋମିର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳି ଥିଲା I ସୂଚନା ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଭୂକମ୍ପକୁ ନେଇ ବ୍ୟାପକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Exit mobile version