Site icon ଆଜିକାଲି

ଏନଆଇଆରଏଫ ରାଙ୍କିଂ-୨୦୨୪ : ଆଇଆଇଟି ମାଡ୍ରାସ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଉତ୍କଳକୁ ମିଳିଲା ୪୨ତମ ସ୍ଥାନ

ନୂଆଦିଲ୍ଲୀ: ଆଜି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ(ଏନଆଇଆରଏଫ) ୨୦୨୪ ରାଙ୍କି ତାଲିକା ପ୍ରକାଶ ପାଇଛି। ଏଥିରେ ଆଇଆଇଟି ମାଡ୍ରାସ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ୧ ନମ୍ବରରେ ରହିଛି। ଏହାକୁ ମିଶାଇ କ୍ରମାଗତ ଭାବେ ୮ମ ଥର ପାଇଁ ଆଇଆଇଟି ମାଡ୍ରାସ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଓଭରଅଲ କ୍ୟାଟାଗୋରୀ ରାଙ୍କି ଶ୍ରେଷ୍ଠ ୧୦ରେ ଦେଶର ଜେଏନୟୁ ରହିଛି। ଏହି ଶିକ୍ଷାନୁଷ୍ଠାନ ୧୦ ନମ୍ବର ସ୍ଥାନରେ ରହିଛି। ଅପରପକ୍ଷରେ ଏଥର ଉତ୍କଳ ବିଶ୍ବବିଦ୍ୟାଳୟକୁ ୪୨ତମ ସ୍ଥାନ ମିଳିଛି।

https://www.nirfindia.org/Rankings/2024/Ranking.htmlକୁ ଲଗଅନ କରନ୍ତୁ।

FacebookTwitterLinkedinWhatsapp
Exit mobile version