Site icon ଆଜିକାଲି

ନୀତିଶ ରାଣା କୋଲକାତା ନାଇଟ୍ ରାଇଡର୍ସର ନୂଆ ଅଧିନାୟକ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ସିଜନ୍‌-୧୬ ପାଇଁ କୋଲକାତା ନାଇଟରାଇଡର୍ସ (କେକେଆର) ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି । ଦିଲ୍ଲୀର ବାମହାତୀ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଚଳିତ ସିଜିନରେ ଦଳର ନେତୃତ୍ୱ ନେବେ । କୋଲକାତାର ନିୟମିତ ଅଧିନାୟକ ଶ୍ରେୟସ ଆୟରଙ୍କ ପିଠିର ତଳ ଭାଗରେ ଆଘାତ କାରଣରୁ ଚଳିତ ସିଜିନରେ ଖେଳିପାରବେନି । ଫଳରେ ନୀତିଶ ଆହତ ଶ୍ରେୟସଙ୍କ ସ୍ଥାନ ନେବେ ।

Exit mobile version