Site icon ଆଜିକାଲି

ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ, ୩ ମହିଳା ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଗଙ୍ଗୋତ୍ରୀଧାମ ଦର୍ଶନ କରି ଫେରୁଥିବା ଚାରିଧାମ ତୀର୍ଥଯାତ୍ରୀଙ୍କ ଏକ ବସ ଖାଇକୁ ଖସି ପଡିବା ଫଳରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଖାଇ ୨୦ ମିଟର ଗଭୀର। ବସରେ ପ୍ରାୟ ୨୯ଜଣ ଲୋକ ଥିଲେ ଏବଂ ସମସ୍ତେ ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ମୁମ୍ବାଇର ବୋଲି ଜଣାପଡ଼ିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

Exit mobile version