Site icon ଆଜିକାଲି

ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଉତ୍ତରପ୍ରଦେଶ ଗସ୍ତ କରିବେ । ଏହି ଗସ୍ତ ଅବସରରେ ସେ ଲକ୍ଷ୍ନୌରେ ବିଭିନ୍ନ ପ୍ରକଳ୍ପ ଏବଂ ସମ୍ଭଲରେ କଲକୀ ଧାମ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ । ସମ୍ଭଲରେ ପିଏମ କଲକୀ ଧାମ ମନ୍ଦିର ମଡେଲର ଉନ୍ମୋଚନ କରିବା ପରେ ଏକ ସଭାକୁ ସମ୍ବୋଧିତ କରିାର କର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।

Exit mobile version