Site icon ଆଜିକାଲି

କୁଲି ବେଶରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ହଠାତ୍ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନ ଯାଇ ସେଠାରେ କୁଲିମାନଙ୍କୁ ଭେଟିଛନ୍ତି । ସେ କୁଲି ମାନଙ୍କ ସହ ବେଶ୍ କିଛି ସମୟ କଥାବାର୍ତ୍ତା କରିଥିଲେ ଓ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ପରେ ରାହୁଲ ନିଜେ କୁଲି ପୋଷାକ ପିନ୍ଧି ଲୋକଙ୍କ ସାମାନ ମୁଣ୍ଡାଇଥିବା ଦେଖିବାକୁ ମିଳିଥିଲା।

କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଆନନ୍ଦ ବିହାର ରେଳ ଷ୍ଟେସନ ଗସ୍ତ ସମ୍ପର୍କରେ ଏହାର ଏକ୍ସ ହ୍ୟାଣ୍ଡେଲରେ (ପୂର୍ବରୁ ଟ୍ୱିଟର) ସୂଚନା ଦେଇଛି।

Exit mobile version