Site icon ଆଜିକାଲି

ରେପୋ ରେଟ୍ ଅପରିବର୍ତ୍ତିତ : ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ଅପରିବର୍ତ୍ତିତ । ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରହିଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ଦେଶରେ ବର୍ତ୍ତମାନ ମହଙ୍ଗା ଋତୁ ଚାଲିଥିବା ବେଳେ ଆରବିଆଇର ଏହି ଘୋଷଣା ପରେ ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।

Exit mobile version