Site icon ଆଜିକାଲି

ଖୁବ୍‌ ଶୀଘ୍ର ବିବାହ କରିବେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁନ୍ଦରୀ ତ୍ରିଶା କୃଷ୍ଣନ୍

ମୁମ୍ଵାଇ : ଲାଇମ୍ ଲାଇଟରେ ଅଛନ୍ତି ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁନ୍ଦରୀ ତଥା ଦକ୍ଷ ଅଭିନେତ୍ରୀ ତ୍ରିଶା କୃଷ୍ଣନ୍।ଅଭିନେତ୍ରୀଙ୍କ ଚର୍ଚ୍ଚାରେ ରହିବାର କାରଣ କୌଣସି ଚଳଚ୍ଚିତ୍ର ନୁହେଁ ବରଂ ତାଙ୍କ ବିବାହ ଖବର ନେଇ । ତ୍ରିଶା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଏକ ସନସେସନ ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦକ୍ଷିଣର ସୁନ୍ଦର ତ୍ରିଶା କୃଷ୍ଣନ ମାଲାୟାଲମ ନିର୍ମାତାଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ଭବିଷ୍ୟତ ସାଥୀଙ୍କ ନାମ ପ୍ରକାଶ କରାଯାଇ ନାହିଁ। ହେଲେ ତାଙ୍କ ବିବାହ ତାରିଖ ନିଶ୍ଚିତ ହୋଇନାହିଁ। କିନ୍ତୁ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତ୍ରୀ ଖୁବ ଶୀଘ୍ର ଅଫିସିଅଲ ଘୋଷଣା କରିପାରନ୍ତି।

Exit mobile version