Site icon ଆଜିକାଲି

ସେନାକୁ ସଫଳତା, ଶ୍ରୀନଗର-ବାରାମୁଲ୍ଲା ରାଜପଥରୁ ଆଇଇଡ଼ି ଉଦ୍ଧାର

କାଶ୍ମୀର : ଜାମ୍ମୁ କାଶ୍ମୀରରେ ସେନାକୁ ସଫଳତା । ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଛି ଭାରତୀୟ ସେନା । ଆତଙ୍କବାଦୀମାନେ ଶ୍ରୀନଗର-ବାରାମୁଲ୍ଲା ରାଜପଥରେ ଉଦ୍ଧାର ହୋଇଛି ଆଇଇଡ଼ି । ଯାହା ଉଦ୍ଧାର ପରେ ନିଷ୍କ୍ରିୟ କରିଛି ସେନା ।

ଭାରତୀୟ ସେନାର ଚିନାର କର୍ପସ ସୋସିଆଲ ଆଇଇଡ଼ିର ପୁନରୁଦ୍ଧାର ନିଷ୍କ୍ରିୟ ନେଇ ସୂଚନା ଦେଇଛି । ରାଜପଥରେ ଏହି ଆଇଇଡ଼ି ଉଦ୍ଧାର କରାଯାଇଥିଲା ଯେଉଁ ସମୟରେ ଆତଙ୍କବାଦୀମାନେ ପୁଞ୍ଚରେ ସେନା ଉପରେ ଆକ୍ରମଣ କରିଥିଲେ । ଚିନ୍ନା କର୍ପସ କହିଛି ଯେ ଶ୍ରୀନଗର-ବାରାମୁଲ୍ଲା ରାଜପଥରେ ଲାୱେପୁରା ନିକଟରେ ଆଇଇଡି ଉଦ୍ଧାର କରାଯାଇଥିଲା ।

Exit mobile version