Site icon ଆଜିକାଲି

ଫେରୁଛନ୍ତି ସୂର୍ଯ୍ୟକୁମାର : ଆଇପିଏଲ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍

ମୁମ୍ବାଇ : ମୁମ୍ବାଇ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଦଳକୁ ଫେରି ପାରନ୍ତି ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଲଗାତାର ୩ଟି ପରାଜୟ ପରେ ସଂଘର୍ଷ କରୁଛୁ ଏବେ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ପଲଟନର ସବୁଠାରୁ ଭରସାଯୋଗ୍ୟ ବ୍ୟାଟର ତଥା ଟି-୨୦ ଫର୍ମାଟର ସର୍ବଶ୍ରେଷ୍ଠ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସୁସ୍ଥ ହୋଇ ପୁଣିଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବଶୀଘ୍ର ଦେଖିବାକୁ ମିଳିବ ତାଙ୍କୁ ପଡ଼ିଆରେ ।

Exit mobile version