Site icon ଆଜିକାଲି

୩୬ ବର୍ଷରେ ପାଦ ଦେଲେ ଟିମ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା

ମୁମ୍ବାଇ : ୩୬ ବର୍ଷରେ ପାଦ ଦେଲେ ଟିମ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ତଥା ହିଟ୍ ମ୍ୟାନ୍ । ଆନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୭ ହଜାରରୁ ଅଧିକ ରନ କରିଥିବା ହିଟମ୍ୟାନ୍ ତାଙ୍କର ଇଣ୍ଟରନ୍ୟାସନାଲ୍ ଡେବ୍ୟୁ ୨୩ ଜୁନ୍ ୨୦୦୭ରେ ଆୟରଲ୍ୟାଣ୍ଡ ବିପକ୍ଷରେ ଓ୍ବାନ୍ ଡେ ମ୍ୟାଚରେ କରିଥିଲେ । ରୋହିତ ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଟି-୨୦ ମ୍ୟାଚ୍ ଏବଂ ୬ ନଭେମ୍ବର ୨୦୧୩ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

Exit mobile version