Site icon ଆଜିକାଲି

ଏସଏସସିଏମଟିଏସ ଲିଖିତ ପରୀକ୍ଷା ମଧ୍ୟ ଓଡ଼ିଆରେ ହେବ

ନୂଆଦିଲ୍ଲୀ : ସିଏପିଏଫ ପରି ଏସ ଏସସିଏମଟିଏସ ( ଷ୍ଟାଫ୍ ସିଲେକସନ ଫର୍ ମଲଟିଟାସ୍କିଂ ଷ୍ଟାଫ୍ ) ଲିଖିତ ପରୀକ୍ଷା ମଧ୍ୟ ଓଡିଆ ଭାଷାରେ ହେବ ।

ଏସଏସସିଏମଟିଏସ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ । ଇଂରାଜୀ ଓ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷାରେ ଲିଖିତ ପରୀକ୍ଷା ହେବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଘୋଷଣା କରିଛି । କିଛି ଦିନ ତଳେ ସିଏପିଏଫ ଲିଖିତ ପରୀକ୍ଷା ମଧ୍ୟ ଓଡିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ବୋଲି ଘୋଷଣା କରାଯାଇଥିଲା।

Exit mobile version