Site icon ଆଜିକାଲି

ଆଜି ବିଜେପିର ୪୩ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ଆଜି ବିଜେପିର ପ୍ରତିଷ୍ଠା ଦିବସ । ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ।

ସେହିପରି ଓଡ଼ିଶାରେ ବିଜେପି ପକ୍ଷରୁ ଆରମ୍ଭ ହେବ ଗାଁ ଗାଁ ଚାଲ, ଘର ଘର ଚାଲ, ଅଭିଯାନ । ଆଜିଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚଳାଇବ ରାଜ୍ୟ ବିଜେପି । ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ ।

Exit mobile version