Site icon ଆଜିକାଲି

ଆଜି ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ

ମୁମ୍ବାଇ : ବଲିଉଡର ଭାଇଜାନ୍ ସଲମାନ ଖାନ ହିନ୍ଦୀ ସିନେମାରେ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ଆଜିବି ସଲମାନଙ୍କ ଦବଦବା ବଲିଉଡରେ ରହିଛି । ସଲମାନ ଖାନ କେବଳ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ମଧ୍ୟ ବେଶ ଜଣାଶୁଣା । ଏହି କାରଣରୁ ତାଙ୍କର ଲୋକପ୍ରିୟତା ବିଦେଶରେ ମଧ୍ୟ ରହିଛି । ଆଜି ଦବାଙ୍ଗ ଖାନ୍ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆମେ ତାଙ୍କ ବିଷୟରେ କିଛି ରୋଚକ କଥା କହିବୁ । ସଲମାନ ଖାନ ନିଜର ଫିଟନେସ ପାଇଁ ମଧ୍ୟ ବେଶ ଜଣାଶୁଣା।

Exit mobile version