Site icon ଆଜିକାଲି

ଆଜି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଟକ୍କର। ଜୟପୁରରେ ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ ଖେଳାଯିବ। ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ। ଅନ୍ୟପଟେ ଟକ୍କର ଦେବାକୁ ପ୍ରସ୍ତୁତ ରହିଛି ଦିଲ୍ଲୀ । ଚଳିତ ସିଜିନରେ ଉଭୟ ଏଯାଏଁ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିଥିବାବେଳେ ରାଜସ୍ଥାନ ବିଜୟୀ ହୋଇଛି। ଏବଂ ଦିଲ୍ଲୀ ପରାଜିତ ହୋଇଛି।

Exit mobile version