Site icon ଆଜିକାଲି

ପୁରୁଣା ଆୟକର ଛାଡ଼ ସୀମା ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ଆୟରେ ଆୟକର ଶୂନ

ନୂଆଦିଲ୍ଲୀ : ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୁରୁଣା ଆୟକର ବ୍ୟବସ୍ଥାରେ ମଧ୍ୟବିତ୍ତଙ୍କୁ କିଛିଟା ଆଶ୍ୱସ୍ତି ଦେଇଛନ୍ତି। ପୁରୁଣା ଆୟକର ଛାଡ ସୀମା ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ଆୟରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ବାର୍ଷିକ ୩ରୁ ୬ ଲକ୍ଷ ଟଙ୍କା ଆୟରେ ୫ ପ୍ରତିଶତ ଆୟକର, ୬ରୁ ୯ ଲକ୍ଷ ଆୟରେ ୧୦ ପ୍ରତିଶତ ,୯ରୁ ୧୨ ଲକ୍ଷ ଟଙ୍କା ଆୟରେ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ଆୟରେ ୨୦ ପ୍ରତିଶତ, ୧୫ ଲକ୍ଷରୁ ଅଧିକ ଆୟରେ ୩୦ ପ୍ରତିଶତ ଆୟକର ଦେବାକୁ ହେବ ।

Exit mobile version