Site icon ଆଜିକାଲି

ୟୁନିୟନ୍ ବ୍ୟାଙ୍କରେ ଚାକିରି ସୁଯୋଗ : ପୂରଣ ହେବ ୧୫୦୦ ପଦବୀ, ଜାଣନ୍ତୁ ସବିଶେଷ ତଥ୍ୟ

ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (UBI)ରେ ଚାକିରି ସୁଯୋଗ। ଲୋକାଲ୍ ବ୍ୟାଙ୍କ୍ ଅଫିସର(LBO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ୟୁନିୟନ ବ୍ୟାଙ୍କ୍। ଏହି ନିଯୁକ୍ତି ମାଧ୍ୟମରେ ୧୫୦୦ ପଦବୀ ପୂରଣ ହେବ। ସମଗ୍ର ଦେଶର ବିଭିନ୍ନ ବ୍ରାଞ୍ଚ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାରେ ୧୦୦ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UBIର ଅଫିସିଆଲ୍ ୱେବ୍‌ସାଇଟ୍‌ unionbankofindia.co.in ମାଧ୍ୟମରେ ଆବେଦନ କରିପାରିବେ। ଅକ୍ଟୋବର ୨୪ରୁ ଆବେଦନ ଆରମ୍ଭ ହୋଇଯାଇ ଥିବାବେଳେ ୧୩ ନଭେମ୍ବର ଶେଷ ତାରିଖ। 

ଖାଲି ପଦବୀ: ୧୫୦୦ଟି ପୋଷ୍ଟ୍

ଯୋଗ୍ୟତା:

ବୟସ ସୀମା:

ଷ୍ଟାଇପେଣ୍ଡ୍:

ଆବେଦନ ଶୁଳ୍କ:

ଚୟନ ପ୍ରକ୍ରିୟା:

Exit mobile version