Site icon ଆଜିକାଲି

ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହସପିଟାଲରେ ଭର୍ତ୍ତି। ଦିଲ୍ଲୀ ଏମ୍ସର ପ୍ରାଇଭେଟ୍ ୱାର୍ଡରେ ୬୩ ବର୍ଷୀୟା ଅର୍ଥମନ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏମ୍ସ ହସ୍ପିଟାଲ ତରଫରୁ ଏନେଇ ସୂଚନା ମିଳିଛି । ତେବେ ହଠାତ୍ କାହିଁକି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

Exit mobile version