Site icon ଆଜିକାଲି

ମୁଲାୟମ୍‌ ସିଂହ ଯାଦବଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ୮୨ ବର୍ଷରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ।

ସେ ଟ୍ୱିଟ କରିଛନ୍ତି ଯେ, ମୁଲାୟମ ସିଂ ଯାଦବ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ । ତାଙ୍କ ଦେହାନ୍ତ ଭାରତୀୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି। ଶ୍ରୀ ମୁଲାୟମ ସିଂ ଯାଦବ ଜୀଙ୍କର ଦେହାନ୍ତରେ ମୁଁ ଦୁଃଖିତ।ତାଙ୍କ ପରିବାର,ବନ୍ଧୁ ଏବଂ ସମର୍ଥକମାନଙ୍କୁ ମୋର ଗଭୀର ସମବେଦନା ।

Exit mobile version