Site icon ଆଜିକାଲି

ମଣିପୁରରେ ପୁଣି ହିଂସା, ୮ ମୃତ

ଇମ୍ଫାଲ: ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି। ଗୁରୁବାର ଏବଂ ବୁଧବାର ଘଟିଥିବା ହିଂସାରେ ୫ ଜଣ ସାଧାରଣ ନାଗରିକ ଏବଂ ତିନି ସେନା ଯବାନ ପ୍ରାଣ ହରାଇଛନ୍ତି।

ଦିନକ ପୂର୍ବରୁ ବୁଧବାର ସକାଳେ ଟେଙ୍ଗନୁପାଲରେ ସଶସ୍ତ୍ର ଉଗ୍ରବାଦୀଙ୍କ ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ। ଦୁଇ ଦିନ ଧରି ହିଂସାରେ ୭ ଜଣଙ୍କର ମୃତ୍ୟୁ ହୋଇଛି।

ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ ହୋଇଥିଲା। ଗତ ଆ୮ ମାସ ଧରି ରାଜ୍ୟରେ ଚାଲିଥିବା ହିଂସା ଥମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ ।

Exit mobile version