ଭଦ୍ରକ : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟସ୍ଥ ପାଳଦାବାଙ୍କ ପୂର୍ବରୁ ଶନିବାର ୨ ବାଇକ୍ ମୁହଁମୁହିଁ ଧକ୍କା ହେବା ପରେ ହୁତୁହୁତୁ ହୋଇ ଜଳିଯାଇଛି। ରାଇଡର ବାଇକ ଅନ୍ୟ ଏକ ବାଇକକୁ ଧକ୍କା ମାରି ଦୁର୍ଘଟଣା ଘଟିବା ପରେ ଏହା ଜଳିଯାଇଥିବା ବେଳେ ବାଇକ ଆରୋହୀ ନିଆଁ ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ସେ ବାଲେଶ୍ଵର ଅଞ୍ଚଳର ବୋଲି ଆଧାରରୁ ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ଜଣଙ୍କ ପତ୍ତା ମିଳିନାହିଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
March 9, 2024
0 Comment
125 Views
ମୁହାଁମୁହିଁ ଧକ୍କା ପରେ ଜଳିଗଲା ୨ ବାଇକ୍, ଜଣେ ଆହତ
by Web Editor
ଭଦ୍ରକ : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟସ୍ଥ ପାଳଦାବାଙ୍କ ପୂର୍ବରୁ ଶନିବାର ୨ ବାଇକ୍ ମୁହଁମୁହିଁ ଧକ୍କା ହେବା ପରେ ହୁତୁହୁତୁ ହୋଇ ଜଳିଯାଇଛି। ରାଇଡର ବାଇକ ଅନ୍ୟ ଏକ ବାଇକକୁ ଧକ୍କା ମାରି ଦୁର୍ଘଟଣା ଘଟିବା ପରେ ଏହା ଜଳିଯାଇଥିବା ବେଳେ ବାଇକ ଆରୋହୀ ନିଆଁ ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ସେ ବାଲେଶ୍ଵର ଅଞ୍ଚଳର ବୋଲି ଆଧାରରୁ ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ... Read More